
📰 ଆଜିର ଓଡ଼ିଶାର ମୁଖ୍ୟ ଖବର ୨୪ ସେପ୍ଟେମ୍ବର ୨୦୨୬ 🔴 ଓଡ଼ିଶାରେ ଭାରି ବର୍ଷା ଆଶଙ୍କା ବଙ୍ଗୋପସାଗରରେ ଗଭୀର ଅବପାତ ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ଭାରିରୁ ଅତିଭାରି ବର୍ଷା, ବଜ୍ରପାତ ଓ ଝୋର ପବନ ଆଶଙ୍କା କରାଯାଇଛି। 🔴 ୮ ଜିଲ୍ଲାରେ ସ୍କୁଲ୍ ଓ ଅଙ୍ଗନବାଡ଼ି ବନ୍ଦ ନବରଙ୍ଗପୁର, ପୁରୀ, ଜଗତସିଂହପୁର, ଗଞ୍ଜାମ, ଗଜପତି, କୋରାପୁଟ, ଖୋର୍ଦ୍ଧା ଓ ମାଲକାନଗିରିରେ ପାଣିପାଗ ଜନିତ ସତର୍କତା ପାଇଁ ଆଜି ଛୁଟି ଘୋଷଣା ହୋଇଛି। 🔴 ପୁରୀ ସମୁଦ୍ରକୂଳରେ ସତର୍କତା ପାଣିପାଗ ଖରାପ ଥିବାରୁ ସମୁଦ୍ରରେ ସ୍ନାନ ଉପରେ ନିଷେଧ ଜାରି କରାଯାଇଛି ଏବଂ ବେଳାଭୂମିରେ ଲାଲ୍ ପତାକା ଲଗାଯାଇଛି। 🔴 ଓଡ଼ିଶାରେ ତମାଖୁ ବ୍ୟବହାର ହ୍ରାସ NFHS-6 ରିପୋର୍ଟ ଅନୁସାରେ ରାଜ୍ୟରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ତମାଖୁ ବ୍ୟବହାର କମିଛି। 🔴 ରାଜ୍ୟରେ ‘ଦମନ’ ଅଭିଯାନ ଜୋରଦାର ଅପରାଧୀ ଓ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ଓଡ଼ିଶା ପୋଲିସର ବିଶେଷ ଅଭିଯାନ ଜାରି ରହିଛି। Sponsored by 🏡 KAMAL VEDA TOWNSHIP ଆପଣଙ୍କ ସ୍ୱପ୍ନର ପ୍ଲଟ୍ — ଆପଣଙ୍କ ଭବିଷ୍ୟତର ଠିକଣା! 📍 ପ୍ରାଇମ୍ ଲୋକେସନ୍ 🏡 ସୁନ୍ଦର ଓ ଯୋଜନାବଦ୍ଧ ଟାଉନସିପ୍ 📐 ରେସିଡେନ୍ସିଆଲ୍ ପ୍ଲଟ୍ 💰 ନିବେଶର ସୁଯୋଗ 🛣️ ଭଲ ରାସ୍ତା ଯୋଗାଯୋଗ 📞 ଆଜି ହିଁ ପ୍ଲଟ୍ ବୁକ୍ କରନ୍ତୁ! Call / WhatsApp: 7894471666 BCD REALTY ସୀମିତ ପ୍ଲଟ୍ — ଆଜି ହିଁ ଯୋଗାଯୋଗ କରନ୍ତୁ!
👇समाचार सुनने के लिए यहां क्लिक करें
ଅଧିକ ପ Read ନ୍ତୁ |
- ବିଜ୍ଞାପନ
